Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୩ ପରିବର୍ତ୍ତେ ୪ ତାରିଖରେ ହେବ ମିଜୋରାମର ଭୋଟ ଗଣତି

National

୩ ପରିବର୍ତ୍ତେ ୪ ତାରିଖରେ ହେବ ମିଜୋରାମର ଭୋଟ ଗଣତି

Jitendra Dash
Browse all articles by Jitendra Dash
·2 years ago
୩ ପରିବର୍ତ୍ତେ ୪ ତାରିଖରେ ହେବ ମିଜୋରାମର ଭୋଟ ଗଣତି

ଅର୍ଗସ ବ୍ୟୁରୋ : ନିର୍ବାଚନ ଆୟୋଗଙ୍କର ବଡ଼ ନିଷ୍ପତ୍ତି । ୩ ପରିବର୍ତ୍ତେ ୪ ତାରିଖରେ ହେବ ମିଜୋରାମର ଭୋଟ ଗଣତି । ତାରିଖ ପରିବର୍ତ୍ତନ ନେଇ ସୂଚନା ଦେଲେ ନିର୍ବାଚନ ଆୟୋଗ । ଭୋଟ୍ ଗଣନା ରବିବାର ପରିବର୍ତ୍ତେ ସୋମବାର ହେବ । ରାଜ୍ୟର ଲୋକମାନଙ୍କ ଦାବିକୁ ମାନି କମିସନ ଏହି ନିଷ୍ପତ୍ତି ନେଇଛନ୍ତି  ।

ଅଧିକ ପଢନ୍ତୁ ଭାରତ ଖବର

କାରଣ ରାଜ୍ୟର ପ୍ରାୟ ୮୭ ପ୍ରତିଶତ ଲୋକ ଖ୍ରୀଷ୍ଟଧର୍ମାବଲମ୍ବୀ ଓ ସେମାନେ ରବିବାର ପ୍ରାର୍ଥନା କରିବାକୁ ଚର୍ଚ୍ଚ ଯାଆନ୍ତି।  ୩ ତାରିଖ ରବିବାର ପଡ଼ୁଥିବାରୁ ଏହାକୁ ବଦଳାଇବାକୁ ଲୋକେ ଦାବି କରିଥିଲେ ।  ଏହି କାରଣରୁ ତାରିଖରେ ପରିବର୍ତ୍ତନ କରାଯାଇଛି । ମିଜୋରାମର ୪୦ଟି ଆସନ ପାଇଁ ନଭେମ୍ବର ୭ତାରିଖରେ ମତଦାନ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mizoram Assembly elections : Election Commission defers vote counting to December 4 | Argus English