Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାମଲାଲାଙ୍କୁ ଦର୍ଶନ କରିବାକୁ ଆତୁର ଭକ୍ତ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

National

ରାମଲାଲାଙ୍କୁ ଦର୍ଶନ କରିବାକୁ ଆତୁର ଭକ୍ତ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

Banajyotshna Ray
Browse all articles by Banajyotshna Ray
·2 years ago
ରାମଲାଲାଙ୍କୁ ଦର୍ଶନ କରିବାକୁ ଆତୁର ଭକ୍ତ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ଅର୍ଗସ ବ୍ୟୁରୋ:  ରାମଲାଲାଙ୍କୁ ଦର୍ଶନ କରିବାକୁ ଆତୁର ଭକ୍ତ । ଅଯୋଧ୍ୟା ରାମ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼  । ରାମଲାଲାଙ୍କ ଦର୍ଶନ ପାଇଁ ଭୋର୍ ୩ଟାରୁ ମନ୍ଦିର ବାହାରେ ଲାଗିଛି ଭିଡ଼ । ପ୍ରାଣପ୍ରତିଷ୍ଠା ପରେ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ମନ୍ଦିର ବାହାରେ ଜନ ସମୁଦ୍ର । କିଏ କେଉଁ ଦୂର ଦୂରାନ୍ତରୁ ଛୁଟି ଆସିଛନ୍ତି ରାମଲାଲାଙ୍କ ଦର୍ଶନ ପାଇଁ । ରାମଲାଲାଙ୍କ ଦର୍ଶନ କରି ମନ୍ତ୍ରମୁଗ୍ଧ ହେଉଛନ୍ତି ଶ୍ରଦ୍ଧାଳୁ । ସକାଳ ୭ଟାରୁ ରାତି ୧୦ଟା ଯାଏଁ ରାମ ଲାଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ୫ ଶତାବ୍ଦୀ ପରେ ଜନ୍ମସ୍ଥାନକୁ ଫେରିଛନ୍ତି ଯୁଗ-ପୁରୁଷୋତ୍ତମ । ଯାହାଙ୍କୁ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Massive crowd throngs Ram temple as mandir opens its doors for devotees after ‘pran pratishtha’ | Argus English