Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ଇଣ୍ଡିଆ' ମେଣ୍ଟକୁ ଝଟକା, ଏକଲା ନିର୍ବାଚନ ଲଢିବା ନେଇ ଦିଦିଙ୍କ ଘୋଷଣା 

National

'ଇଣ୍ଡିଆ' ମେଣ୍ଟକୁ ଝଟକା, ଏକଲା ନିର୍ବାଚନ ଲଢିବା ନେଇ ଦିଦିଙ୍କ ଘୋଷଣା 

Manini Pattanayak
Browse all articles by Manini Pattanayak
·2 years ago
'ଇଣ୍ଡିଆ' ମେଣ୍ଟକୁ ଝଟକା, ଏକଲା ନିର୍ବାଚନ ଲଢିବା ନେଇ ଦିଦିଙ୍କ ଘୋଷଣା 

ନୂଆଦିଲ୍ଲୀ:  'ଇଣ୍ଡିଆ' ମେଣ୍ଟକୁ ଝଟକା। ପଶ୍ଚିମବଙ୍ଗରେ ଏକା ନିର୍ବାଚନ ଲଢିବା ନେଇ ଘୋଷଣା କଲେ  ମମତା ବାନାର୍ଜୀ।  ଟିଏମସି ଆସନ୍ତା ଲୋକସଭା  ନିର୍ବାଚନରେ ସମସ୍ତ ଆସନରେ  ଏକାକୀ ନିର୍ବାଚନ ଲଢିବ।  ମମତାଙ୍କ ଏହି ଘୋଷଣା ପରେ  ବିରୋଧି 'ଇଣ୍ଡିଆ'ର ଭବିଷ୍ୟତ ଉପରେ ସଙ୍କଟର କଳା ବାଦଲ ଛାଇଯାଇଛି।  

ମମତା ବାନାର୍ଜୀ କହିଛନ୍ତି ଯେ, ମୁଁ ଯାହା  ପରାମର୍ଶ ଦେଲି ସମସ୍ତେ ତାହାକୁ ପ୍ରତ୍ୟାଖାନ କଲେ । ଏହା ପରେ ମୁଁ ନିଷ୍ପତ୍ତି  ନେଲି  ପଶ୍ଚିମବଙ୍ଗରେ ଏକା ନିର୍ବାଚନ ଲଢିବି। ଦିନି ରାହୁଲ ଗାନ୍ଧୀଙ୍କ ନା ନେଇ କହିଛନ୍ତି ସେ ପଶ୍ଚିମବଙ୍ଗରେ ନ୍ୟାୟ ଯାତ୍ରା କରିବାକୁ ଯାଉଛନ୍ତି କିନ୍ତୁ ଏହାର ସୂଚନା ଦ ମୋତେ ଦିଆଯାଇନାହିଁ ବୋଲି ମମତା କହିଛନ୍ତି। 

ଅଧିକ ପଢନ୍ତୁ  ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mamata banerjee india alliance tmc west bengal lok sabha chunav 2024 congressleft | Argus English