|
logo
Live

Argus News -  ଲୋକସଭାରୁ ବିଦା ହେଲେ ମହୁଆ ମୈତ୍ର 

National

 ଲୋକସଭାରୁ ବିଦା ହେଲେ ମହୁଆ ମୈତ୍ର 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଲୋକସଭାରୁ ବିଦା ହେଲେ ମହୁଆ ମୈତ୍ର 

ନୂଆଦିଲ୍ଲୀ:  ଲୋକସଭାରୁ ମହୁଆ ମୈତ୍ର ବହିଷ୍କୃତ । ଏଥିକ୍ସ କମିଟି ସୁପାରିଶ ମଞ୍ଜୁର ପରେ ତାଙ୍କୁ ସଦସ୍ୟତା ପଦରୁ ହଟାଯାଇଛି।  ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ କାର୍ଯ୍ୟାନୁଷ୍ଠାନ  ନିଆଗଲା । ଟିଏମସି ସାଂସଦ ମହୁଆ ମୈତ୍ର ଲାଞ୍ଚ ନେଇ ପ୍ରଶ୍ନ ମାମଲାରେ ଆଜି ଲୋକସଭାରେ ଆଗତ ହୋଇଥିଲା ଏଥିକ୍ସ କମିଟି ରିପୋର୍ଟ।  ରିପୋର୍ଟ ଉପସ୍ଥାପନ ହେବା ପରେ କମିଟିର ସୁପାରିସ ଆଧାରରେ ମହୁଆ ମୈତ୍ରଙ୍କ ସଂସଦର ସଦସ୍ୟତା ରଦ୍ଦ ପାଇଁ ପ୍ରସ୍ତାବ ଅଣାଯାଇଥିଲା ।

ଅଧିକ ପଢନ୍ତୁ : କାହିଁକି ଗଲା ରାହୁଲଙ୍କ ଲୋକସଭା ସାଂସଦ ପଦ, ପଢନ୍ତୁ...

ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ବଡ ଝଟକା ଲାଗିଥିଲା।  ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ  ହରାଇଥିଲେ  । ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ରାହୁଲ । ୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରନେମ ବା ଉପନାମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ  ହରାଇଥିଲେ  । ସମ୍ବିଧାନର ଧାରା 102(1)(ଇ) ଅନୁସାରେ ସଦସ୍ୟତା ରଦ୍ଦ କରାଯାଇଥିଲା ତାଙ୍କର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
 ଲୋକସଭାରୁ ବିଦା ହେଲେ ମହୁଆ ମୈତ୍ର  | Argus English