Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିବାଦୀୟ ଖେଳ ଜଲିକଟ୍ଟୁ ବେଳେ ଅଘଟଣ, ୨ ପୋଲିସ କର୍ମୀଙ୍କ ସହ ୪୫ ଲୋକ ଆହତ

National

ବିବାଦୀୟ ଖେଳ ଜଲିକଟ୍ଟୁ ବେଳେ ଅଘଟଣ, ୨ ପୋଲିସ କର୍ମୀଙ୍କ ସହ ୪୫ ଲୋକ ଆହତ

Jitendra Dash
Browse all articles by Jitendra Dash
·2 years ago
ବିବାଦୀୟ ଖେଳ ଜଲିକଟ୍ଟୁ ବେଳେ ଅଘଟଣ, ୨ ପୋଲିସ କର୍ମୀଙ୍କ ସହ ୪୫ ଲୋକ ଆହତ

ଅର୍ଗସ ବ୍ୟୁରୋ : ବିବାଦୀୟ ଖେଳ ଜଲିକଟ୍ଟୁ ବେଳେ ଅଘଟଣ । ୨ ପୋଲିସ କର୍ମୀଙ୍କ ସମେତ ଆହତ ହେଲେ ୪୫ ଲୋକ । ତାମିଲନାଡୁର ଅବନିୟାପୁରରେ ଘଟିଛି ଏଭଳି କିଛି ଘଟଣା । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାମିଲନାଡୁରେ ଏବେ ପୋଙ୍ଗଲ ଉତ୍ସବ ପାଳନ କରାଯାଉଛି । 

ଅଧିକ ପଢନ୍ତୁ ଭାରତ ଖବର

ସେପଟେ ମଦୁରେ ଜିଲ୍ଲାର ଅବିନିୟାପୁରରେ ସୋମବାର ଷଣ୍ଢକୁ କାବୁ କରିବା ଖେଳ ଜଲିକଟ୍ଟୁ ଆରମ୍ଭ ହୋଇଛି । ତେବେ ଆରମ୍ଭ ଦିନ ହିଁ ଏହି ଖେଳରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଷଣ୍ଢକୁ କାବୁ କରିବାକୁ ଯାଇ ଦୁଇ ପୋଲିସ କର୍ମୀଙ୍କ ସମେତା ୪୫ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ ଆହତଙ୍କୁ ରାଜାଜୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Madurai gears up for Avaniyapuram Jallikattu | Argus English