ସପ୍ତମ ଥର ପାଇଁ ଦେଶର ସ୍ବଚ୍ଛତମ ସହରର ମାନ୍ୟତା ପାଇଲା ମଧ୍ୟପ୍ରଦେଶର ଇନ୍ଦୋର
·2 years ago

ଅର୍ଗସ ବ୍ୟୁରୋ : କ୍ରମାଗତ ସପ୍ତମ ଥର ପାଇଁ ଦେଶର ସ୍ବଚ୍ଛତମ ସହରର ମାନ୍ୟତା ପାଇଲା ମଧ୍ୟପ୍ରଦେଶର ଇନ୍ଦୋର ସହର। ଚଳିତ ବର୍ଷ ମଧ୍ୟପ୍ରଦେଶର ଇଣ୍ଡଷ୍ଟ୍ରିଆଲ କ୍ୟାପିଟାଲ ଇନ୍ଦୋର ଏବଂ ଗୁଜରାଟର ସୁରଟ ସ୍ବଚ୍ଛ ସର୍ବେକ୍ଷଣରେ ମିଳିତ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। 2023ର ଥିମ୍ ଥିଲା ବେଷ୍ଟ ଟୁ ୱେଲଥ୍ ।
ଅଧିକ ପଢନ୍ତୁ ଭାରତ ଖବର
ତେବେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ବଚ୍ଛ ସର୍ବେକ୍ଷଣର ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ଏପଟେ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଏଥର ସ୍ବଚ୍ଛ ସର୍ବେକ୍ଷଣରେ 34ତମ ସ୍ଥାନ ଅଧିକାର କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: