Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଚଣ୍ଡ ବହୁମତ ଆଡକୁ ଆଗେଇ ଚାଲିଛି ବିଜେପି, ମଧ୍ୟପ୍ରଦେଶ-ରାଜସ୍ଥାନରେ ଆଗୁଆ 

National

ପ୍ରଚଣ୍ଡ ବହୁମତ ଆଡକୁ ଆଗେଇ ଚାଲିଛି ବିଜେପି, ମଧ୍ୟପ୍ରଦେଶ-ରାଜସ୍ଥାନରେ ଆଗୁଆ 

Manini Pattanayak
Browse all articles by Manini Pattanayak
·2 years ago
ପ୍ରଚଣ୍ଡ ବହୁମତ ଆଡକୁ ଆଗେଇ ଚାଲିଛି ବିଜେପି,  ମଧ୍ୟପ୍ରଦେଶ-ରାଜସ୍ଥାନରେ ଆଗୁଆ 

 ନୂଆଦିଲ୍ଲୀ:  4 ରାଜ୍ୟର ଜନାଦେଶ: ଚାଲିଛି ଭୋଟ୍ ଗଣତି  । ମଧ୍ୟପ୍ରଦେଶରେ  ୧୬୦ ରେ ବିଜେପି ଆଗୁଆ ଅଛି।  ରାଜସ୍ଥାନରେ ୧୨୦ ବିଜେପି ଆଗରେ ରହିଛି।

 ଅଧିକ ପଢନ୍ତୁ : ଚାଲିଛି ଭୋଟ ଗଣତି, ଦୁଇଟି ସ୍ଥାନରେ ଆଗରେ ଚାଲିଛି ବିଜେପି

 ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପି  ଆଗୁଆ ରହିଥିବା ବେଳେ ଛତିଶଡରେ ବିଜେପି-କଂଗ୍ରେସର ଟକ୍କର ଚାଲିଛି। ତେଲେଙ୍ଗନାରେ କଂଗ୍ରେସ ମଧ୍ୟ ଆଗୁଆ ରହିଛି।   ଆଜି ୪ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗନାର ଚାଲିଛି ଭୋଟ ଗଣତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମଧ୍ୟପ୍ରଦେଶରେ  ୧୬ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିବା ଶିବରାଜ ଏବେ ପୁଣି ଭୋଟରଙ୍କ ମନ ଜିତୁଥିବାର ଦେଖିବାକୁ ମିଳୁଛି।  ୪ ଟି ରାଜ୍ୟରେ  ଭୋଟ୍‌ ଗଣତି ମଧ୍ୟରେ  ମଧ୍ୟପ୍ରଦେଶ ରହିଛି ଆଗୁଆ। ଶିବରାଜଙ୍କ ନାରା ଲଗାଇଛନ୍ତି ରାଜ୍ୟବାସୀ।   ମଧ୍ୟପ୍ରଦେଶରେ ବମ୍ଫର ବହୁମତ ସହିତ ମଧ୍ୟ ପ୍ରଦେଶରେ ପୁଣି ବିଜେପିଫେରୁଛି।    

 

Sponsored
Madhya Pradesh Chief Minister Shivraj Singh Chouhan is leading | Argus English