|
logo
Live

Argus News - ସୂର୍ଯ୍ୟ ଖେଳ ପରିସରରେ ଆୟୋଜିତ ହୋଇଥିଲା ପରେଡ୍

National

ସୂର୍ଯ୍ୟ ଖେଳ ପରିସରରେ ଆୟୋଜିତ ହୋଇଥିଲା ପରେଡ୍

Banajyotshna Ray
Browse all articles by Banajyotshna Ray
·2 years ago
ସୂର୍ଯ୍ୟ ଖେଳ ପରିସରରେ ଆୟୋଜିତ ହୋଇଥିଲା ପରେଡ୍

ଅର୍ଗସ ବ୍ୟୁରୋ:  ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିଲା ସେନା ଦିବସ କାର୍ଯ୍ୟକ୍ରମ । ଏହି ଅବସରରେ ସୂର୍ଯ୍ୟ ଖେଳ ପରିସରରେ ଆୟୋଜିତ ହୋଇଥିଲା ପରେଡ୍ ।  ଏହାପ ରେ ସୌର୍ଯ୍ୟ ସନ୍ଧ୍ୟାର ଆୟୋଜନ କରାଯାଇଥିଲା ।  ଏହି ଅବସରରେ ସେନା ପକ୍ଷରୁ ମାର୍ଶାଲ ଆର୍ଟ ସହ ସୁଖୋଇ ଏବଂ ଅନ୍ୟ ବିମାନରେ କଳାପ୍ରଦର୍ଶନ କରାଯାଇଥିଲା ।76ତମ ସେନା ଦିବସ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ୍ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସୂର୍ଯ୍ୟ ଖେଳ ପରିସରରେ ଆୟୋଜିତ ହୋଇଥିଲା ପରେଡ୍ | Argus English