୭୫ତମ ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଜୟ ଶ୍ରୀରାମର ନାରା
·2 years ago

ନୂଆଦିଲ୍ଲୀ: ୭୫ତମ ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଜୟ ଶ୍ରୀରାମର ନାରା । ଉତ୍ତରପ୍ରଦେଶର ‘ବିକଶିତ ଭାରତର ସମୃଦ୍ଧ ଐତିହ୍ୟ’ ବିଷୟବସ୍ତୁ ଉପରେ ଆଧାରିତ ପ୍ରଜ୍ଞାପନ ମେଢରେ ଶୋଭା ପାଇଥିଲେ ଏଥର ପ୍ରଭୁ ରାମଚନ୍ଦ୍ର । ଏଥିରେ ରାଜ୍ୟର ବିଭିନ୍ନ ଐତିହ୍ୟର ଝଲକ ବି ଦେଖିବାକୁ ମିଳିଥିଲା ।
ଏଥର ପ୍ରଜ୍ଞାପନ ମେଢର ପ୍ରଥମେ ଅଯୋଧ୍ୟାରେ ନିର୍ମିତ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ଏବଂ ଏହା ଉପରେ ବସିଥିବା ଶିଶୁ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ରହିଥିଲା । ଯାହାକୁ ଦେଖି ଜୟ ଶ୍ରୀରାମର ନାରା ଦେଇଥିଲେ ଦେଶବାସୀ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: