Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସର୍ଭର ଡାଉନ୍ ; ଇ-ଟିକେଟ୍ ବୁକିଂରେ ସମସ୍ୟା

National

ସର୍ଭର ଡାଉନ୍ ; ଇ-ଟିକେଟ୍ ବୁକିଂରେ ସମସ୍ୟା

Smruti Parija
Browse all articles by Smruti Parija
·2 years ago
ସର୍ଭର ଡାଉନ୍ ; ଇ-ଟିକେଟ୍ ବୁକିଂରେ ସମସ୍ୟା

ଅର୍ଗସ ବ୍ୟୁରୋ:  IRCTC ର ସର୍ଭର ଡାଉନ୍ । ଇ-ଟିକେଟ୍ ବୁକିଂରେ ସମସ୍ୟା । ଅନ୍‌ଲାଇନ୍ ରେଳ ଟିକେଟ୍ ବୁକିଂ ପାଇଁ ଉଦ୍ଦିଷ୍ଟ IRCTC ର ଓ୍ବେବସାଇଟ୍‌ ରେ  କୌଣସି ବୈଷୟିକ କାରଣରୁ ସମସ୍ୟା ଦେଖାଦେଇଛି । ଇ-ଟିକେଟ୍ ବୁକିଂ ପାଇଁ ହଇରାଣ ହେଉଛନ୍ତି ଯାତ୍ରୀ । ସମସ୍ୟାର ନିର୍ଦ୍ଦିଷ୍ଟ କାରଣ ଏଯାଏ ଜଣାପଡ଼ିନି । ଏ ସମ୍ପର୍କରେ ଟ୍ବିଟ୍ କରି ସୂଚନା ଦେଇଛି IRCTC । ତେବେ ଟେକ୍ନିକାଲ ଟିମ୍ ସମସ୍ୟା ସୁଧାରିବା ପାଇଁ ଉଦ୍ୟମ କରୁଛି ଏବଂ ଖୁବ୍ ଶୀଘ୍ର ଏହା ସମାଧାନ ହୋଇଯିବ ବୋଲି ସୂଚନା ଦେଇଛି IRCTC । 
 

ବୀମା ଯୋଜନାରେ IRCTCରେ ବଡ଼ ପରିବର୍ତ୍ତନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
irctc-server-down-passengers-not-able-to-book-ticket | Argus English