|
logo
Live

Argus News - ଆସିଲା ଶ୍ରୀ ରାମଲାଲାଙ୍କ ଗର୍ଭଗୃହର ପ୍ରଥମ ଫଟୋ

National

ଆସିଲା ଶ୍ରୀ ରାମଲାଲାଙ୍କ ଗର୍ଭଗୃହର ପ୍ରଥମ ଫଟୋ

Swayangprajna Mishra
Browse all articles by Swayangprajna Mishra
·2 years ago
ଆସିଲା ଶ୍ରୀ ରାମଲାଲାଙ୍କ ଗର୍ଭଗୃହର ପ୍ରଥମ ଫଟୋ

ଅର୍ଗସ ବ୍ୟୁରୋ : ଭଗବାନ ଶ୍ରୀ ରାମଲାଲାଙ୍କ ଗର୍ଭଗୃହ ଆସିଲା ପ୍ରଥମ ଫଟୋ | ଗର୍ଭ ଗୃହ ଆଲୋକୀକରଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି | ସୋସିଆଲ ମିଡ଼ିଆ ମାଧ୍ୟ୍ୟମରେ ଫଟୋ ଶେୟାର କଲେ ଶ୍ରୀରାମ  ଜନ୍ମଭୂମି ତ୍ରୀର୍ଥକ୍ଷେତ୍ର କାର୍ଯ୍ୟଳୟର ସାଧାରଣ ସମ୍ପାଦକ ଚମ୍ପତ ରାୟ। ଆସନ୍ତା ଜାନୁଆରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବ।

ଅଧିକ ପଢନ୍ତୁ : ଅଯୋଧ୍ୟା ବ୍ରହ୍ମା କୁଣ୍ଡର ଟେଣ୍ଟ ସିଟିରେ ଶ୍ରୀରାମ ‘ଚରଣ ପାଦୁକା’ ସ୍ଥାପନ

ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ନଗରୀ । ଅଯୋଧ୍ୟା ନଗରୀକୁ ତ୍ରେତୟା ଭଳି ସଜାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଅଯୋଧ୍ୟାର ବ୍ରହ୍ମା ନଗରୀର ଟେଣ୍ଟ ସିଟିରେ ପ୍ରଭୁ ଶ୍ରୀରାମଙ୍କ "ଚରଣ ପାଦୂକା" ସ୍ଥାପନ କରାଯାଇଛି । ତେବେ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ମନ୍ଦିରର ଗର୍ଭଗୃହର ପ୍ରଥମ ଫଟୋ ଏବେ ସୋସିଆଲମିଡିଆରେ ପୋଷ୍ଟ କରାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆସିଲା ଶ୍ରୀ ରାମଲାଲାଙ୍କ ଗର୍ଭଗୃହର ପ୍ରଥମ ଫଟୋ | Argus English