Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଟ୍ରେନ ଲାଇନରେ ଠିଆ ହୋଇ କରୁଥିଲେ ରିଲ୍ସ, ୩ ମୃତ

National

ଟ୍ରେନ ଲାଇନରେ ଠିଆ ହୋଇ କରୁଥିଲେ ରିଲ୍ସ, ୩ ମୃତ

Banajyotshna Ray
Browse all articles by Banajyotshna Ray
·2 years ago
ଟ୍ରେନ ଲାଇନରେ ଠିଆ ହୋଇ କରୁଥିଲେ ରିଲ୍ସ, ୩ ମୃତ

ଅର୍ଗସ ବ୍ୟୁରୋ:  ରିଲ୍ସ ନିଶା ହେଲା କାଳ। ଟ୍ରେନ ଲାଇନରେ ଠିଆ ହୋଇ ରିଲ୍ସ କରୁଥିଲେ। ଟ୍ରେନ ଧକ୍କାରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ। ଏହାସହ ୨ ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଘଟିଛି ଏହି ଅଘଟଣ। ଦିନକୁ ଦିନ ଯୁବପିଢ଼ି ରିଲ୍ସ ନିଶାରେ ଯେକୌଣସି ସ୍ଥାନରେ ରିଲ୍ସ କରୁଛନ୍ତି। ଯାହା ଫଳରେ ଏଭଳି ଦୁର୍ଘଟଣା ଘଟୁଛି।

ଅଧିକ ପଢ଼ନ୍ତୁ ଦେଶ ଖବର:  

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
He was standing on the train line and doing the reels 3 dead | Argus English