Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜାମ୍ମୁ କାଶ୍ମୀରରେ ହାଡ଼ ଭଙ୍ଗା ଶୀତ, ମାଇନସ ୫ ଡିଗ୍ରୀରେ ଥରୁଛି କାଶ୍ମୀର ଉପତ୍ୟକା

National

ଜାମ୍ମୁ କାଶ୍ମୀରରେ ହାଡ଼ ଭଙ୍ଗା ଶୀତ, ମାଇନସ ୫ ଡିଗ୍ରୀରେ ଥରୁଛି କାଶ୍ମୀର ଉପତ୍ୟକା

Banajyotshna Ray
Browse all articles by Banajyotshna Ray
·2 years ago
ଜାମ୍ମୁ କାଶ୍ମୀରରେ ହାଡ଼ ଭଙ୍ଗା ଶୀତ, ମାଇନସ ୫ ଡିଗ୍ରୀରେ ଥରୁଛି କାଶ୍ମୀର ଉପତ୍ୟକା

ଅର୍ଗସ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ହାଡ଼ ଭଙ୍ଗା ଶୀତ । ମାଇନସ ୫ ଡିଗ୍ରୀରେ ଥରୁଛି କାଶ୍ମୀର ଉପତ୍ୟକା । ବରଫରେ ଢାଙ୍କି ହୋଇ ଆହୁରି ସୁନ୍ଦର ଲାଗୁଛି ଧରଣୀ । ଭାରତର ଏହି ଭୂସ୍ବର୍ଗକୁ ଦେଖିବାକୁ ଏବେ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ । ଶୀତ ସାଙ୍ଗକୁ ସକାଳୁ ସକାଳୁ ଦେଖିବାକୁ ମିଳୁଛି ଘନ କୁହୁଡ଼ି । ଡାଲ ହ୍ରଦର ପାଣି ଉପରେ ବରଫର ଚାଦର ଜମିଥିବା ଦେଖିବାକୁ ମିଳିଛି । ଯାହା ନୌକାବିହାର ସମୟରେ ପର୍ଯ୍ୟଟକଙ୍କ ମନ ମୋହୁଛି । ପ୍ରବଳ ଥଣ୍ଡାରେ ହ୍ରଦରେ ଡଙ୍ଗାରେ ବୁଲି ମଜା ନେଉଛନ୍ତି ଲୋକେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fog subsides, cold wave intensifies in Kashmir as Srinagar shivers at minus 5.2 degrees Celsius | Argus English