Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲାକ୍ଷାଦ୍ବୀପ ପାଇଁ ବିମାନ ହାଉସ୍‌ଫୁଲ୍ , ମାର୍ଚ୍ଚ ଯାଏଁ ବୁକିଂ ଶେଷ

National

ଲାକ୍ଷାଦ୍ବୀପ ପାଇଁ ବିମାନ ହାଉସ୍‌ଫୁଲ୍ , ମାର୍ଚ୍ଚ ଯାଏଁ ବୁକିଂ ଶେଷ

Swayangprajna Mishra
Browse all articles by Swayangprajna Mishra
·2 years ago
ଲାକ୍ଷାଦ୍ବୀପ ପାଇଁ ବିମାନ ହାଉସ୍‌ଫୁଲ୍ , ମାର୍ଚ୍ଚ ଯାଏଁ ବୁକିଂ ଶେଷ

ଅର୍ଗସ ବ୍ୟୁରୋ : ଲାକ୍ଷାଦ୍ବୀପ ପାଇଁ ବିମାନ ହାଉସ୍‌ଫୁଲ୍ ।  5 ଦିନ ଭିତରେ ଲାକ୍ଷାଦ୍ବୀପ ପାଇଁ ମାର୍ଚ୍ଚ ଯାଏଁ ବିମାନ ବୁକିଂ ଶେଷ ହୋଇଛି । ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ବିମାନ ବୁକିଂ ସରି ଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଲାକ୍ଷାଦ୍ବୀପର ଗୁଗୁଲ୍ ସର୍ଚ୍ଚ  ବଢ଼ିଥିବା ବେଳେ ଲାକ୍ଷାଦ୍ବୀପ ମୁହାଁ ହୋଇଛନ୍ତି ଦେଶର ପର୍ଯ୍ୟଟକ । ଦେଶର ପର୍ଯ୍ୟଟନ ସ୍ଥଳୀକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ବୀପ ପରିଦର୍ଶନ କରିଥିଲେ। ପିଏମ ମୋଦୀଙ୍କ ଭାଇରାଲ ଫଟୋ ପାଇଁ ଲାକ୍ଷାଦ୍ବୀପ ଏବେ ଚର୍ଚ୍ଚାରେ ରହିଛି ।

ଅଧିକ ପଢନ୍ତୁ : ଲାକ୍ଷାଦ୍ବୀପ ପାଇଁ ସରକାରଙ୍କ ବଡ଼ ଯୋଜନା: ମିନିକୟ ଦ୍ବୀପରେ ହେବ ଏୟାରପୋର୍ଟ‌

ଅନେକ ଟ୍ରାଭେଲ ଏଜେନ୍ସି ମଧ୍ୟ ଲକ୍ଷ୍ମୀଦୀପଙ୍କ ପାଇଁ ଅନୁସନ୍ଧାନରେ ବୃଦ୍ଧି ଘଟିଛି।  ମାଲଦ୍ବୀପ ମନ୍ତ୍ରୀଙ୍କ ଆପତ୍ତିଜନକ କମେଣ୍ଟରୁ ବିବାଦ ବଢ଼ିଥିବା ବେଳେ ନିଜ ଦେଶରେ ସପକ୍ଷରେ ବାହାରିଛନ୍ତି ବିଭିନ୍ନ ବର୍ଗର ଲୋକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Flights to Lakshadweep are fully booked, last booked till March | Argus English