ବଢ଼ିଲା ରପ୍ତାନି, କମିଲା ଆମଦାନି
·2 years ago

ଅର୍ଗସ ବ୍ୟୁରୋ: ବଢ଼ିଲା ରପ୍ତାନି, କମିଲା ଆମଦାନି । ଡିସେମ୍ବରରେ ଦେଶର ରପ୍ତାନି 38.45 ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଥିବା ବେଳେ ଆମଦାନୀ 4.85 ପ୍ରତିଶତ ହ୍ରାସ ପାଇ 58.25 ବିଲିୟନ ଡ଼ଲାରରେ ପହଞ୍ଚିଛି । ଏହା ଛଡ଼ା ଦେଶର ବାଣିଜ୍ୟ ନିଅଣ୍ଟ ଡିସେମ୍ବର 2023 ରେ 19.8 ବିଲିୟନ ଡ଼ଲାରକୁ ହ୍ରାସ ପାଇଛି, ଯାହା ଗତ ବର୍ଷ ଡିସେମ୍ବରରେ 23.14 ବିଲିୟନ ଡ଼ଲାର ଥିଲା। ଡିସେମ୍ବର 2023 ରେ ରତ୍ନ ଏବଂ ଅଳଙ୍କାର ରପ୍ତାନି 14.07 ପ୍ରତିଶତ ବୃଦ୍ଧି ପାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
