Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସମ୍ଭାବ୍ୟ ବାତ୍ୟା ‘ମିଚୌଙ୍ଗ୍‌’ କୁ ଦୃଷ୍ଟିରେ ରଖି ରେଳ ବିଭାଗର ପଦକ୍ଷେପ

National

ସମ୍ଭାବ୍ୟ ବାତ୍ୟା ‘ମିଚୌଙ୍ଗ୍‌’ କୁ ଦୃଷ୍ଟିରେ ରଖି ରେଳ ବିଭାଗର ପଦକ୍ଷେପ

Banajyotshna Ray
Browse all articles by Banajyotshna Ray
·2 years ago
ସମ୍ଭାବ୍ୟ ବାତ୍ୟା ‘ମିଚୌଙ୍ଗ୍‌’ କୁ ଦୃଷ୍ଟିରେ ରଖି ରେଳ ବିଭାଗର ପଦକ୍ଷେପ

ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ମିଚୌଙ୍ଗ୍‌’ କୁ ଦୃଷ୍ଟିରେ ରଖି ରେଳ ବିଭାଗର ପଦକ୍ଷେପ । ପୂର୍ବତଟ ଦେଇ ଯାଉଥିବା 54 ଟ୍ରେନ୍ ବାତିଲ କଲା ଇଷ୍ଟକୋଷ୍ଟ ରେଲୱେ । ପୂର୍ବତଟରୁ ବାହାରୁଥିବା 12 ଓ ପୂର୍ବତଟ ଦେଇ ଯାଉଥିବା 42 ଟ୍ରେନ୍ କୁ ବାତିଲ କରାଯାଇଛି । ପୁରୀ-ଚେନ୍ନାଇ, ଭୁବନେଶ୍ବର- ତିରୁପତି, ଭୁବନେଶ୍ବର- ବେଙ୍ଗାଳୁରୁ, ବିଶାଖାପାଟଣାରୁ ଚେନ୍ନାଇକୁ ଟ୍ରେନ୍ ବାତିଲ କରାଯାଇଛି । ଭୁବନେଶ୍ୱର, ପୁରୀ, ବିଶାଖାପାଟଣାକୁ ସଂଯୋଗ କରୁଥିବା 12 ଟ୍ରେନ୍‌ ମଧ୍ୟ ବାତିଲ କରିଛି ପୂର୍ବତଟ ରେଳପଥ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
East Coast Railway cancels 54 trains in view of Cyclone Michaung | Argus English