|
logo
Live

Argus News - ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା 7.1 ରେକର୍ଡ

National

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା 7.1 ରେକର୍ଡ

Banajyotshna Ray
Browse all articles by Banajyotshna Ray
·2 years ago
ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା 7.1 ରେକର୍ଡ

ଅର୍ଗସ ବ୍ୟୁରୋ:  ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ । ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ ଲୋକେ ।  ରିକ୍ଟର ସ୍କେଲ୍‌ରେ ତୀବ୍ରତା 7.1 ରେକର୍ଡ । ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳ-ଚୀନ୍ ସୀମା ନିକଟ । 12 ଦିନ ଭିତରେ ଦୁଇ ଥର ଥରିଲାଣି  ରାଜଧାନୀ ।  ସେପଟେ ଚାଇନାରେ ହୋଇଥିବା ଭୂମିକମ୍ପର ତୀବ୍ରତା  4.5 ରେକର୍ଡ ମାପ କରାଯାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା 7.1 ରେକର୍ଡ | Argus English