Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

National

ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

Manini Pattanayak
Browse all articles by Manini Pattanayak
·2 years ago
ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପିଏମ-ଉଷା ନେଇ ନବୀନଙ୍କୁ  ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର। ପିଏମ-ଉଷା ଯୋଜନାର ଲାଭ ନେବାରେ ଓଡ଼ିଶା ଯେପରି ବଞ୍ଚିତ ନ ହେବ ସେଥିପାଇଁ  ତୁରନ୍ତ ଧ୍ୟାନ ଦେବା ପାଇଁ ପତ୍ରରେ  ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ।

 ଦୁର୍ଗମ,ଜନଜାତି  ଅଧ୍ୟୁଷିତ, ମାଓ ପ୍ରଭାବିତ  ଅଞ୍ଚଳରେ ଉଚ୍ଚତର ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି ଉଦ୍ଧେଶ୍ୟ। ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦୂର କରିବ ପିଏମ-ଉଷା ଯୋଜନା। ଏହି ଯୋଜନା ପାଇଁ  ୧୨୯୬.୧୦ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି।  ୨୦୨୩ ଜୁନ୍‌ରୁ  ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମୟ ରହିଛି। ରାଷ୍ଟ୍ରୀୟ  ଉଚ୍ଚତର ଶିକ୍ଷା ଅଭିଯାନ  ଅନ୍ତର୍ଗତ ପିଏମ-ଉଷା ଯୋଜନା। ଶିକ୍ଷାନୀତି-୨୦୨୦ ପାଇଁ ଏହା ଏକ ବଡ ପଦକ୍ଷେପ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Dharmendra Pradhan also wrote a letter to the Chief Minister | Argus English