Videos
|
National

ମରଣ ମୁହଁରେ ମୋଷ୍ଟ ୱାଣ୍ଟେଡ ଅଣ୍ଡର ୱାଲ୍ଡ ଡନ ଦାଉଦ ଇବ୍ରାହିମ 

Manini Pattanayak
Browse all articles by Manini Pattanayak
·2 years ago
ମରଣ ମୁହଁରେ ମୋଷ୍ଟ ୱାଣ୍ଟେଡ ଅଣ୍ଡର ୱାଲ୍ଡ ଡନ ଦାଉଦ ଇବ୍ରାହିମ 

 ନୂଆଦିଲ୍ଲୀ:  ମରଣ ମୁହଁରେ ମୋଷ୍ଟ ୱାଣ୍ଟେଡ ଅଣ୍ଡର ୱାଲ୍ଡ ଡନ ଦାଉଦ ଇବ୍ରାହିମ । ଗୁରୁତର ଅବସ୍ଥାରେ 2 ଦିନ ପୂର୍ବରୁ ଦାଉଦକୁ କରାଚୀର ଏକ ହସପିଟାଲରେ ଭର୍ତ୍ତି ହୋଇଥିବା ଚର୍ଚ୍ଚା ହେଉଛି । କେହି ଅଜ୍ଞାତ ବ୍ୟକ୍ତି ଦାଉଦକୁ ବିଷପାନ କରାଇଥିବା ସୋସିଆଲ ମିଡିଆ ପୋଷ୍ଟରେ ଦାବି କରାଯାଇଛି ।

 ଦାବି ଅନୁସାରେ ଦାଉଦ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି । ପାକିସ୍ତାନୀ ମିଡିଆରେ ଦାଉଦ ଇବ୍ରାହିମକୁ ନେଇ ଚର୍ଚ୍ଚା ଲାଗି ରହିଛି । 1993 ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଥିଲା ଦାଉଦ ।  ଦୀର୍ଘବର୍ଷ ଧରି ପାକିସ୍ତାନରେ ଲୁଚି ରହିଛି ଅଣ୍ଡର ୱାଲ୍ଡ ଡନ ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Dawood Ibrahim hospitalised in Karachi amidst poisoning speculations: Reports | Argus English