ଆଜି ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ବାନ୍ଧିବ !
·2 years ago

ନୂଆଦିଲ୍ଲୀ : ବଢିବାରେ ଲାଗିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିପାରେ ଇଡି। ଇଡିର ସମସ୍ତ ୩ଟି ସମନକୁ ଅବଜ୍ଞା ପରେ କେଜ୍ରିୱାଲଙ୍କ ଉପରେ ହୋଇପାରେ ବଡ କାର୍ଯ୍ୟାନୁଷ୍ଠାନ । ED କେଜ୍ରିୱାଲଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା କରିଛି ଆମ ଆଦମୀ ପାର୍ଟି ।
ସେପଟେ ଆଜି ସକାଳୁ କେଜ୍ରିୱାଲଙ୍କ ଘରକୁ ସଂଯୋଗ କରୁଥିବା ରାସ୍ତା ବ୍ଲକ କରିଛି ଦିଲ୍ଲୀ ପୋଲିସ । ମଦ ଦୁର୍ନିତି ମାମଲାରେ ଫସିଛନ୍ତି କେଜ୍ରିୱାଲ। ଦିଲ୍ଲୀ ମଦ ନୀତି ସ୍କାମ ମାମଲାରେ ଦିଲ୍ଲୀ ସିଏମଙ୍କୁ ତିନି ଥର ସମନ କରାଯାଇଛି । କିନ୍ତୁ ଏହା ପରେ ବି ହାଜର ହୋଇନାହାନ୍ତି କେଜ୍ରିୱାଲ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: