|
logo
Live

Argus News - ତ୍ରିପୁରା ସୀମାରେ ସହିଦ ହୋଇଥିଲେ ବିଏସ୍‌ଏଫ୍‌ ଯବାନ ଈଶ୍ବର ଦୋରା

National

ତ୍ରିପୁରା ସୀମାରେ ସହିଦ ହୋଇଥିଲେ ବିଏସ୍‌ଏଫ୍‌ ଯବାନ ଈଶ୍ବର ଦୋରା

Manini Pattanayak
Browse all articles by Manini Pattanayak
·2 years ago
ତ୍ରିପୁରା ସୀମାରେ ସହିଦ ହୋଇଥିଲେ ବିଏସ୍‌ଏଫ୍‌ ଯବାନ ଈଶ୍ବର ଦୋରା

ଭୁବନେଶ୍ୱର:  ଆଜି କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁରେ ତ୍ରିପୁରା ସୀମାରେ ସହିଦ ହୋଇଥିବା ବିଏସ୍‌ଏଫ୍‌ ଯବାନ ଈଶ୍ବର ଦୋରାଙ୍କ ପାର୍ଥିବ ଶରୀର ଶେଷ କୃତ୍ୟ ସଂପନ୍ନ ହେବ।

ଗତକାଲି ଭୁବନେଶ୍ଵରରେ ମର ଶରିର ପହଂଚିବା ପରେ କେଶିଙ୍ଗା ଅଭିମୁଖେ ବାହାରିଥିଲା...ସହିଦ ଯବାନ ଈଶ୍ବର ଦୋରା ୨୦୦୯ ମସିହାରେ ବିଏସ୍‌ଏଫ୍‌ରେ ଯୋଗ ଦେଇଥିଲେ। ତ୍ରିପୁରାରେ ରାତିରେ ଡ୍ୟୁଟିରେ ଯାଇଥିବା ବେଳେ ତାଙ୍କ ମର ଶରୀରକୁ ସକାଳୁ ଉଦ୍ଧାର କରାଯାଇଥିଲା।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
ତ୍ରିପୁରା ସୀମାରେ ସହିଦ ହୋଇଥିଲେ ବିଏସ୍‌ଏଫ୍‌ ଯବାନ ଈଶ୍ବର ଦୋରା | Argus English