Videos
|
National

ବଲିଉଡ୍‌ ପ୍ରଶିଦ୍ଧ ଅଭିନେତା ଶ୍ରେୟସ୍‌ ତଲପଡେଙ୍କୁ ହୃଦଘାତ  

Manini Pattanayak
Browse all articles by Manini Pattanayak
·2 years ago
ବଲିଉଡ୍‌ ପ୍ରଶିଦ୍ଧ ଅଭିନେତା ଶ୍ରେୟସ୍‌ ତଲପଡେଙ୍କୁ ହୃଦଘାତ  

ନୂଆଦିଲ୍ଲୀ:  ବଲିଉଡ୍‌ ପ୍ରଶିଦ୍ଧ ଅଭିନେତା  ଶ୍ରେୟସ୍‌ ତଲପଡେଙ୍କୁ ହୃଦଘାତ । ସୁଟିଂ କରୁଥିବାବେଳେ ଛାତିରେ ଅନୁଭବ କରିଥିଲେ ଯନ୍ତ୍ରଣା ଆଉ ତଳେ ପଡିଯାଇଥିଲେ  ତାଙ୍କୁ ତୁରନ୍ତ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 47 ବର୍ଷୀୟ ଶ୍ରେୟସ୍‌ ଙ୍କ ଚିକିତ୍ସା କରୁଛନ୍ତି ସ୍ୱତନ୍ତ୍ର  ଡାକ୍ତରୀ ଟିମ୍‌। ତେବେ ତାଙ୍କର ଆଞ୍ଜିଓପ୍ଲାଷ୍ଟ କରାଯାଇଛି।

ବର୍ତ୍ତମାନ ଅଭିନେତା ଶ୍ରେୟସଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ କହିଛନ୍ତି ଡାକ୍ତର।  ସୂଚନାମୁତାବ, ଅକ୍ଷୟ କୁମାରଙ୍କ ସହ 'ଓ୍ୱେଲକମ୍‌ ଟୁ ଜଙ୍ଗଲ' ଫିଲ୍ମର ସୁଟିଂ କରୁଥିଲେ, ସେହି ସମୟରେ ଶ୍ରେୟସଙ୍କୁ ଆସିଥିଲା ହୃଦଘାତ ।   ଶ୍ରେୟସ ଜଣେ ପ୍ରତିଭାବାନ ଅଭିନେତା ସହ ବହୁ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ତାଙ୍କ ଫିଲ୍ମ ମାନଙ୍କ ମଧ୍ୟରୁ  ଗୋଲମାଲ ଏବଂ ଓମଶାନ୍ତି  ପ୍ରଶିଦ୍ଧ।  

ଅଧିକ ପଢନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bollywood actor shreyas talpade collapsed due to heart attack shooting with akshay kumar film welcome to jungle | Argus English