|
logo
Live

Argus News - ବିଜେପି ଘୋଷଣା କଲା ନିର୍ବାଚନ ପ୍ରଭାରୀ 

National

ବିଜେପି ଘୋଷଣା କଲା ନିର୍ବାଚନ ପ୍ରଭାରୀ 

Manini Pattanayak
Browse all articles by Manini Pattanayak
·2 years ago
ବିଜେପି ଘୋଷଣା କଲା ନିର୍ବାଚନ ପ୍ରଭାରୀ 

 ଭୁବନେଶ୍ୱର/ନୂଆଦିଲ୍ଲୀ: ବିଜେପି ଘୋଷଣା କଲା ନିର୍ବାଚନ ପ୍ରଭାରୀ।   ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଘୋଷଣା। ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଭାରୀ ଦାୟିତ୍ୱ ବଣ୍ଟନ।   
ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ଦାୟିତ୍ୱ ।  ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ ଦାୟିତ୍ୱ। ବୈଜୟନ୍ତଙ୍କ ଉତ୍ତରପ୍ରଦେଶର ଗୁରୁ ଦାୟିତ୍ୱ। 

2019 ରେ ୟୁପି  ପ୍ରଭାରୀ ଥିଲେ ଏବେର ସଭାପତି  ଜେପି ନଡ୍ଡା।  କେରଳ ଦାୟିତ୍ୱ ପ୍ରକାଶ ଜାଭଡେକରଙ୍କୁ ଦିଆଗଲା । ସେହିପରି ପଞ୍ଜାବର ଦାୟିତ୍ୱ ବିଜୟ ରୂପାଣୀ ଓ ନରିନ୍ଦର ସିଂଙ୍କୁ ଦିଆଯାଇଛି।  ବିହାର ର ଦାୟିତ୍ୱ ବିନୋଦ ତାଓ୍ୱଡେ ଏବଂ ଦୀପକ ପ୍ରକାଶଙ୍କୁ ଦିଆଯାଇଛି। ପଶ୍ଚିମବଙ୍ଗର ଦାୟିତ୍ୱ ମଙ୍ଗଲ ପାଣ୍ଡେ, ଅମିତ ମାଲବ୍ୟ, ଆଶା ଲକଡାଙ୍କୁ ଦିଆଯାଇଛି। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଜେପି ଘୋଷଣା କଲା ନିର୍ବାଚନ ପ୍ରଭାରୀ  | Argus English