|
logo
Live

Argus News - ବାଂଲାଦେଶରେ ପୁଣି ଶେଖ୍ ହସିନା ସରକାର

National

ବାଂଲାଦେଶରେ ପୁଣି ଶେଖ୍ ହସିନା ସରକାର

Banajyotshna Ray
Browse all articles by Banajyotshna Ray
·2 years ago
ବାଂଲାଦେଶରେ ପୁଣି ଶେଖ୍ ହସିନା ସରକାର

ଅର୍ଗସ ବ୍ୟୁରୋ: ବାଂଲାଦେଶରେ ପୁଣି ଶେଖ୍ ହସିନା ସରକାର । ପଞ୍ଚମ ଥର ପାଇଁ ନିର୍ବାଚନୀ ପରୀକ୍ଷାରେ ପାସ୍ । ମୁଖ୍ୟ ବିରୋଧୀ ଦଳ ନିର୍ବାଚନ ବହିଷ୍କାର କରିବା ପରେ ବହୁମତ ସହ ବିଜୟୀ ହୋଇଛି ହସିନାଙ୍କ ପାର୍ଟି । ୩ଶହ ସିଟ୍ ବିଶିଷ୍ଟ ସଂସଦରେ ଆଓ୍ବମୀ ଲିଗକୁ ଏକ ତୃତୀୟାଂଶ ଆସନ ମିଳିଛି । ପଞ୍ଚମ ଥର ପାଇଁ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ୨୦୦୯ରୁ ଲଗାତାର ଭାବେ ତାଙ୍କ ପାର୍ଟି ବିଜୟୀ ହୋଇଛନ୍ତି ।ଏପଟେ ଶେଖ୍ ହସିନାଙ୍କୁ ଫୋନ୍ କଲ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବାଂଲାଦେଶରେ ପୁଣି ଶେଖ୍ ହସିନା ସରକାର | Argus English