Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 2024 ମାର୍ଚ୍ଚ ମାସ ଯାଏଁ ପିଆଜ ରପ୍ତାନି ଉପରେ ରୋକ 

National

2024 ମାର୍ଚ୍ଚ ମାସ ଯାଏଁ ପିଆଜ ରପ୍ତାନି ଉପରେ ରୋକ 

Manini Pattanayak
Browse all articles by Manini Pattanayak
·2 years ago
2024 ମାର୍ଚ୍ଚ ମାସ ଯାଏଁ ପିଆଜ ରପ୍ତାନି ଉପରେ ରୋକ 

ନୂଆଦିଲ୍ଲୀ: ପିଆଜ ରପ୍ତାନି ଉପରେ ରୋକ୍। 2024 ମାର୍ଚ୍ଚ ମାସ ଯାଏଁ ପିଆଜ ରପ୍ତାନି ଉପରେ ରୋକ ଲଗାଇଯାଇଛି। ଏନେଇ ଡିଜିଏଫଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦେଶ ପାଇଁ ପର୍ଯ୍ୟାପ୍ତ ପିଆଜ ଗଚ୍ଛିତ ରଖିବାକୁ କେନ୍ଦ୍ରସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କାରଣ ଦେଶରେ ପିଆଜ ଦର ବଢ଼ିବାରେ ଲାଗିଛି।

ଲୋକାଲ ମାର୍କେଟ ଗୁଡ଼ିକରେ ପିଆଜ କିଲୋ ପିଛା 60ରୁ 70 ଟଙ୍କାରେ ବିକ୍ରି ହେଉଛି। ତେବେ ଦର ନିୟନ୍ତ୍ରଣ ପାଇଁ ମାର୍କେଟରେ ଡିମାଣ୍ଡ ଅପେକ୍ଷା ସପ୍ଲାଏ ବଢ଼ାଇବାକୁ ପଡ଼ିବ, ତେଣୁ ରପ୍ତାନି ଉପରେ ରୋକ ଲଗାଯାଇଛି।  ପିଆଜ ଦର ନିୟନ୍ତ୍ରଣ ପାଇଁ ପୂର୍ବରୁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର।
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ban on onion exports. A ban on onion exports has been imposed till March 2024 | Argus English