|
logo
Live

Argus News - ଅଭେଦ୍ୟ ହେବ ପ୍ରଭୁ ଶ୍ରୀରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା

National

ଅଭେଦ୍ୟ ହେବ ପ୍ରଭୁ ଶ୍ରୀରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା

Jitendra Dash
Browse all articles by Jitendra Dash
·2 years ago
ଅଭେଦ୍ୟ ହେବ ପ୍ରଭୁ ଶ୍ରୀରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା

ଅର୍ଗସ ବ୍ୟୁରୋ : ଅଭେଦ୍ୟ ହେବ ପ୍ରଭୁ ଶ୍ରୀରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା । ୧୧୦ଟି ସିସିଟିଭି କ୍ୟାମେରା ଜରିଆରେ ମନ୍ଦିର ଉପରେ ଟିକନିଖ୍‌ ନଜର ରଖାଯିବ । ଡିସେମ୍ବର ୨୫ ସୁଦ୍ଧା ଖଞ୍ଜାଯିବ ସିସିଟିଭି କ୍ୟାମେରା । ମନ୍ଦିରରେ ଅଘଟଣକୁ ଏଡ଼ାଇବାକୁ ଏଭଳି ପଦକ୍ଷେପ ନିଆଯାଉଛି । ଶ୍ରୀରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଜାନୁଆରୀ ୨୨ରେ ହେବ ମନ୍ଦିର ପ୍ରତିଷ୍ଠା । 

ଅଧିକ ପଢନ୍ତୁ ଭାରତ ଖବର

ମନ୍ଦିରରେ ପ୍ରବେଶ ବିରାଜିବେ ରାମ ଲାଲା । ତେବେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିରରେ ହାଇଟେକ୍‌ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ଦୁଇଟି ଜୋନ୍‌ ରେ ବିଭକ୍ତ କରାଯାଇ ସିସିଟିଭି କ୍ୟାମେରା ଜରିଆରେ ମନିଟରିଂ କରାଯିବ । ଏହି ସବୁ ସୁରକ୍ଷା ଉପକରଣ ପାଇଁ ଖର୍ଚ୍ଚ ହୋଇଛି ୩୮ କେଟି ଟଙ୍କା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଅଭେଦ୍ୟ ହେବ ପ୍ରଭୁ ଶ୍ରୀରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା | Argus English