Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାମ ମନ୍ଦିରରେ ଲାଗିଲା ପ୍ରଥମ ସ୍ବର୍ଣ୍ଣ କବାଟ, ୩ ଦିନରେ ଲାଗିବ ଆହୁରି ୧୩ଟି କବାଟ

National

ରାମ ମନ୍ଦିରରେ ଲାଗିଲା ପ୍ରଥମ ସ୍ବର୍ଣ୍ଣ କବାଟ, ୩ ଦିନରେ ଲାଗିବ ଆହୁରି ୧୩ଟି କବାଟ

Jitendra Dash
Browse all articles by Jitendra Dash
·2 years ago
ରାମ ମନ୍ଦିରରେ ଲାଗିଲା ପ୍ରଥମ ସ୍ବର୍ଣ୍ଣ କବାଟ, ୩ ଦିନରେ ଲାଗିବ ଆହୁରି ୧୩ଟି କବାଟ

ଅର୍ଗସ ବ୍ୟୁରୋ : ସଜେଇ ହେଉଛି ଅଯୋଧ୍ୟା, ଆସୁଛନ୍ତି ରାମଲାଲା । ଆଉ ଦିନ କେଇଟାରେ ଅଯୋଧ୍ୟାରେ ରଚାଯିବ ଇତିହାସ । ରାମଲାଲାଙ୍କୁ ସ୍ୱାଗତ କରିବାକୁ ଯିଏ ଯେମିତି ପାରିଲା ପ୍ରସ୍ତୁତି କରୁଛନ୍ତି । ଏହି ପ୍ରସ୍ତୁତି ଭିରତେ ଲାଗିଲା, ରାମମନ୍ଦିର ଗର୍ଭଗୃହରେ ପ୍ରଥମ ସ୍ବର୍ଣ୍ଣ କବାଟ । 

ଅଧିକ ପଢନ୍ତୁ ଭାରତ ଖବର

ଏହିଭଳି ଆଉ ୧୩ଟି ସୁନାର କବାଟ ଲାଗିବାକୁ ଥିବା ବେଳେ ୩ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ ବୋଲି ଜଣାପଡ଼ିଛି । ସୋମବାର ସ୍ବର୍ଣ୍ଣ ଖଚିତ କବାଟଗୁଡ଼ିକ ପହଞ୍ଚିଥିଲା । ପରେ ସବୁଗୁଡ଼ିକୁ ସିସିଟିଭି କ୍ୟାମେରା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସବୁଗୁଡ଼ିକୁ ଲଗାଯିବାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Ayodhya Ram Temple Getting Ready For Prana Pratishtha, Golde | Argus English