ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଯଜମାନ ପ୍ରଧାନମନ୍ତ୍ରୀ
·2 years ago

ନୂଆଦିଲ୍ଲୀ: ଭଗବାନ ଶ୍ରୀରାମ ନଗରୀ ଆଜି ଦୁହ୍ଲନ ପରି ସଜେଇ ହୋଇଛି। କାହିଁକି ନା ପ୍ରଭୁ ରାମ ଆସୁଛନ୍ତି। ରାମ ମନ୍ଦିରର ଉଦଘାଟନ ଏବଂ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ସାଧୁ-ସନ୍ଥ ଙ୍କ ଦୀର୍ଘ ୫୦୦ ବର୍ଷର ଅପେକ୍ଷା ଶେଷ ହେବ । ପ୍ରଧାନମନ୍ତ୍ରୀ ମୋଦି ଆଜି ରାମ ମନ୍ଦିରର ଉଦଘାଟନ କରିବେ। ମୁଖ୍ୟ ଯଜମାନର ଦାୟିତ୍ୱ ନେବେ ମୋଦି।
ଅଧିକ ପଢନ୍ତୁ : ୫୦୦ ବର୍ଷ ଅପେକ୍ଷାର ଅନ୍ତ, ବିରାଜିବେ ରାମଲଲା
୧୨ଟା 3୦ ମିନିଟ୍ ୩୨ ସେକେଣ୍ଡରୁ ଆରମ୍ଭ ହେବ ପ୍ରାଣ ପ୍ରତିଷ୍ଠା। ୧୧ ଦିନ ହେବ ଉପବାସରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ପରେ ମୋଦିଙ୍କ ସଂକଳ୍ପ ପୁରା ହେବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢନ୍ତୁ ରାମକଥା ଖବର