Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାମଲଲାଙ୍କ ଦର୍ଶନ ପାଇଁ ଲମ୍ବା ଧାଡି

National

ରାମଲଲାଙ୍କ ଦର୍ଶନ ପାଇଁ ଲମ୍ବା ଧାଡି

Manini Pattanayak
Browse all articles by Manini Pattanayak
·2 years ago
ରାମଲଲାଙ୍କ ଦର୍ଶନ ପାଇଁ ଲମ୍ବା ଧାଡି

ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀରାମଙ୍କୁ ଦେଖିବାକୁ ଜନ ସମୁଦ୍ର।  ଦ୍ୱିତୀୟ ଦିନରେ ରାମଲଲାଙ୍କ ଦର୍ଶନ ପାଇଁ ମନ୍ଦିର ବାହାରେ ଭକ୍ତଙ୍କ  ଲମ୍ବା ଧାଡି। ମଙ୍ଗଳ ଆଳତୀ ସହ ପ୍ରଭୁଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ।

 ପ୍ରାଣ ପ୍ରତିଷ୍ଠାର ଦିନକ ପରେ ମଙ୍ଗଳବାରେ ମଧ୍ୟ ପ୍ରବଳ ଭିଡ  ଯୋଗୁଁ ବେକାବୁ ହୋଇଥିଲା ଭିଡ ସମ୍ଭାଳିବାରେ। ଏକଥା  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ ନିକଟରେ ପହଞ୍ଚିବା ପରେ ଅଫିସରମାନଙ୍କ ସହ ଏକ  ବୈଠକ ହୋଇଥିଲା। ଏହାପରେ  ନିଷ୍ଦତ୍ତି ହୋଇଥିଲା ମନ୍ଦିରର  ବାହାରେ ଲମ୍ବା ଲାଇନ୍‌ କରାଇ ଦର୍ଶନ କରାଯିବ।  

ଅଧିକ ପଢନ୍ତୁ ରାମକଥା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ayodhya ram mandir large number of devotees are offering prayers on third day of pran pratishtha see photos-2024 | Argus English