Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାମ ମନ୍ଦିର ପ୍ରତିଷ୍ଠା ଦିନ ଏହି ସବୁ ରହିବ ବନ୍ଦ

National

ରାମ ମନ୍ଦିର ପ୍ରତିଷ୍ଠା ଦିନ ଏହି ସବୁ ରହିବ ବନ୍ଦ

Jitendra Dash
Browse all articles by Jitendra Dash
·2 years ago·1 min read
ରାମ ମନ୍ଦିର ପ୍ରତିଷ୍ଠା ଦିନ ଏହି ସବୁ ରହିବ ବନ୍ଦ

ଅର୍ଗସ ବ୍ୟୁରୋ : ୨୨ ଜାନୁଆରୀରେ ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏହାର ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରାଣ ପ୍ରତିଷ୍ଠା ବିଷୟରେ ଦେଶର ବିଭିନ୍ନ ସ୍ଥାନରୁ ବହୁତ ଉତ୍ସାହ ରହିଛି । ଏହି ସମୟରେ ଅନେକ ରାଜ୍ୟରେ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ଏହା ବ୍ୟତୀତ ଅନେକ ରାଜ୍ୟ ମଦ ଦୋକାନ ଖୋଲିବାକୁ ମଧ୍ୟ ବାରଣ କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ଉତ୍ତର ପ୍ରଦେଶରେ ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନ ସାଧାରାଣଙ୍କୁ ଦୀପାବଳି ଭଳି ଖୁସି ମନାଇବାକୁ ନିବେଦନ କରିଛନ୍ତି । ଉତ୍ତର ପ୍ରଦେଶ ସରକାର ମଧ୍ୟ ଜାନୁଆରୀ ୨୨ରେ ରାଜ୍ୟରେ ମାଦକ ଦ୍ରବ୍ୟ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମଦ ସହ ମାଂସ ଦୋକାନ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ayodhya ram mandir | Argus English