ଆରମ୍ଭ ହୋଇଯାଇଛି ବିଶ୍ବକପର ଦ୍ବିତୀୟ ସେମିଫାଇନାଲ
·2 years ago

ଅର୍ଗସ ବ୍ୟୁରୋ : ଆରମ୍ଭ ହୋଇଯାଇଛି ବିଶ୍ବକପର ଦ୍ବିତୀୟ ସେମିଫାଇନାଲ । ୫ ଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଦକ୍ଷିଣ ଆଫ୍ରିକା । ଉଭୟ ଦଳ ସମାନ ୧୪ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ନେଟ୍ ରନ ରେଟରେ ଆଗରେ ରହି ଦ୍ବିତୀୟ ସ୍ଥାନରେ ସେମିଫାଇନାଲ ସ୍ଥାନ ପକ୍କା କରିଥିଲା ।
ଅଧିକ ପଢନ୍ତୁ : 5 ଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଦକ୍ଷିଣ ଆଫ୍ରିକା
ଆଜିର ମ୍ୟାଚ ଇଡେନଗାର୍ଡେନରେ ଖେଳାଯାଉଛୁ । ପ୍ରଥମେ ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମେ ବୋଲିଂ କରୁଛି କଙ୍ଗାରୁ ଦଳ । ରବିବାର ଅହମଦାବାଦରେ ଟିମ୍ ଇଣ୍ଡିଆ ସହ ଆମ୍ନାସାମ୍ନା ହେବେ ଆଜିର ମ୍ୟାଚ ବିଜୟୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: