Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଧାୟକ ଦଳ ବୈଠକରେ ନିଷ୍ପତ୍ତି, ନୀତିଶ ଇସ୍ତଫା ଦେବା ନେଇ ଘୋଷଣା

National

ବିଧାୟକ ଦଳ ବୈଠକରେ ନିଷ୍ପତ୍ତି, ନୀତିଶ ଇସ୍ତଫା ଦେବା ନେଇ ଘୋଷଣା

Smruti Parija
Browse all articles by Smruti Parija
·2 years ago
ବିଧାୟକ ଦଳ ବୈଠକରେ ନିଷ୍ପତ୍ତି, ନୀତିଶ ଇସ୍ତଫା ଦେବା ନେଇ ଘୋଷଣା

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦେବେ ଇସ୍ତଫା । ବିହାରରେ ଜେଡିୟୁ ବିଧାୟକ ଦଳ ବୈଠକରେ ନିଆଗଲା ନିଷ୍ପତ୍ତି । ବୈଠକ ପରେ ନୀତିଶ ଇସ୍ତଫା ଦେବା ନେଇ ବୈଠକରେ ଘୋଷଣା କରାଯାଇଛି ।  କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ ନୀତିଶ । ପାଟନାରେ ବି ବସିଛି ବିଧାୟକ ଦଳ ବୈଠକ । 
 

ବିହାରରେ ରାଜନୈତିକ ହଲଚଲ: ଆଜି ବସୁଛି ବିଜେପିର ବିଧାୟକ ଦଳ ବୈଠକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
At the meeting of the party leaders in Patna, all JD(U) leaders authorised CM and party president Nitish Kumar to take any decision | Argus English