ଫେବୃଆରୀ ୫ରୁ ୧୩ ଯାଏଁ ବିଧାନସଭା ବଜେଟ ଅଧିବେଶନ
·2 years ago

ଅର୍ଗସ ବ୍ୟୁରୋ : ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ । ଫେବୃଆରୀ ୫ରୁ ୧୩ ତାରିଖ ଯାଏଁ ଚାଲିବ ଅଧିବେଶନ । ଅଧିବେଶନରେ କାମଚଳା ବଜେଟର ଆଗତ କରାଯିବ । ଷୋଡଶ ବିଧାନସଭାର ଏହା ଶେଷ ଅଧିବେଶନ । ଏନେଇ ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: