ବୁଲେଟ୍ ଟ୍ରେନ ପ୍ରକଳ୍ପର ଅଗ୍ରଗତି ନେଇ ଭିଡ଼ିଓ ପୋଷ୍ଟ କରିଛନ୍ତି ଅଶ୍ୱିନୀ ବୈଷ୍ଣବ
·2 years ago

ଅର୍ଗସ ବ୍ୟୁରୋ: ବୁଲେଟ୍ ଟ୍ରେନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳମନ୍ତ୍ରୀ ଏହି ଭିଡିଓକୁ ଏକ୍ସ ପ୍ଲାଟଫର୍ମର ନିଜ ଆକାଉଣ୍ଟରେ ସେୟାର କରିଛନ୍ତି। ଗୁଜୁରାଟର ବିଭିନ୍ନ ଜିଲ୍ଲାରେ ଏଯାଏଁ 251.40 କିଲୋମିଟରର ପିଲର କାମ ଶେଷ ହୋଇଛି । ସେହିପରି ଏଲିଭେଟେଡ଼ ସୁପର ଷ୍ଟ୍ରକ୍ଚର କାମ ଏଯାଏଁ 103.24 କିଲୋମିଟର ଶେଷ ହୋଇଛି । ଗୁଜୁରାଟର ବାଲସାଦ,ନବସାରି,ସୁରତ,ବଦୋଦରା ଏବଂ ଆନନ୍ଦ ଜିଲ୍ଲାରେ ଏହି ପ୍ରକଳ୍ପର କାମ ଚାଲିଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: