ଐଶ୍ୱର୍ଯ୍ୟା ହେଲେ ଡିପ୍ଫେକର ଶିକାର, ଭିଡିଓ ହେଉଛି ଭାଇରାଲ
·2 years ago

ନୂଆଦିଲ୍ଲୀ: ବଲିଉଡର ଚୁଲବୁଲି ଅଭିନେତ୍ରୀ ଐଶ୍ୱର୍ଯ୍ୟା ହେଲେ ଡିପ୍ଫେକର ଶିକାର । ଭିଡିଓ ହେଉଛି ଭାଇରାଲ।
ପ୍ରଥମେ ରଶ୍ମିକା ମନ୍ଦାନା, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, କାଜୋଲ ଏବଂ ସାରା ତେନ୍ଦୁଲମରଙ୍କ ପରେ ଏବେ ଏହାର ଶିକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାରରାଲ ହେବାରେ ଲାଗିଛି ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

