Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗାଁରେ ବୁଲୁଛି ମହାବଳ ବାଘ

National

ଗାଁରେ ବୁଲୁଛି ମହାବଳ ବାଘ

Ritu Das
Browse all articles by Ritu Das
·2 years ago
ଗାଁରେ ବୁଲୁଛି ମହାବଳ ବାଘ

ଅର୍ଗସ ବ୍ୟୁରୋ: କେତେବେଳେ ଘର ପାଚେରୀ ଉପରେ ତ କେତେବେଳେ ଛାତ ଉପରକୁ କୁଦା ମାରୁଛି ମହାବଳ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ପିଲିଭିତ ଅଟକୋନା ଗାଁରେ।

ଏଠାରେ ସୋମବାର ରାତିରୁ ଏକ ମହାବଳ ବାଘ ଆତଙ୍କ ଖେଳାଇଥିଲା। ଜଙ୍ଗଲରୁ ମହାବଳ ଜନବସତି ଭିତରକୁ ପଶି ଆସିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ଏହି ଖବର ବନ ବିଭାଗକୁ ମିଳିବା ପରେ କର୍ମଚାରୀମାନେ ଆସି ବାଘ ଥିବା ସ୍ଥାନକୁ ତାରବାଡରେ ଘେରାବନ୍ଦୀ କରିଛନ୍ତି । ପରେ ବାଘକୁ ବନବିଭାଗ ଟ୍ରାଙ୍କୁଲାଇଜ କରି ନିଜ କାବୁକୁ ନେଇଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A tiger | Argus English