ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ବିଜେପିର 4 ନେତା
·2 years ago

ଅର୍ଗସ ବ୍ୟୁରୋ : ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ବିଜେପିର 4 ନେତା । ୟୁନିଅନ କ୍ୟାବିନେଟ ମିନିଷ୍ଟର ରାଜନାଥ ସିଂ,କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ,ପିୟୂଷ ଗୋୟଲ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ସାକ୍ଷାତ କରିଛନ୍ତି । ଗତକାଲି ବିଧାନସଭାର ଉପରାଷ୍ଟ୍ରପତିଙ୍କ ଚ୍ୟାମ୍ବରରେ ଏହି ଭେଟଘାଟ ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: