ଆତଙ୍କବାଦୀଙ୍କ ଆକ୍ରମଣ, ୩ ଯବାନ ସହିଦ
·2 years ago

ଅର୍ଗସ ବ୍ୟୁରୋ: ଯବାନଙ୍କୁ ନେଇ ଯାଉଥିବା ଆର୍ମି ଟ୍ରକ୍ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ । ଏହି ଆକ୍ରମଣରେ ୩ ଯବାନ ସହିଦ ହୋଇଥିବାବେଳେ 3 ଜଣ ଆହତ ହୋଇଛନ୍ତି । ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବା ଡେରା କି ଗଲିରେ ଏହି ଘଟଣା ଘଟିଛି । ମାସେ ମଧ୍ୟରେ ଯବାନଙ୍କ ଉପରେ ଏହା ହେଉଛି ଦ୍ବିତୀୟ ଆକ୍ରମଣ । ଘଟଣାସ୍ଥଳରେ ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: