|
logo
Live

Argus News - ପୁଣି ଯବାନମାନଙ୍କୁ ଟା‌ର୍ଗେଟ କଲେ ଆତଙ୍କବାଦୀ

National

ପୁଣି ଯବାନମାନଙ୍କୁ ଟା‌ର୍ଗେଟ କଲେ ଆତଙ୍କବାଦୀ

Jitendra Dash
Browse all articles by Jitendra Dash
·2 years ago
ପୁଣି ଯବାନମାନଙ୍କୁ ଟା‌ର୍ଗେଟ କଲେ ଆତଙ୍କବାଦୀ

ଅର୍ଗସ ବ୍ୟୁରୋ : ପୁଣି ଯବାନମାନଙ୍କୁ ଟା‌ର୍ଗେଟ କଲେ ଆତଙ୍କବାଦୀ । ଆଜି ଯବାନମାନଙ୍କୁ ନେଇ ଯାଉଥିବା ଏକ ଆର୍ମି ଟ୍ରକ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ । ଏହି ଆକ୍ରମଣରେ ୩ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି ।  

ଅଧିକ ପଢନ୍ତୁ ଭାରତ ଖବର

ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବା ଡେରା କି ଗଲିରେ ଏହି ଘଟଣା ଘଟିଛି । ମାସେ ମଧ୍ୟରେ ଯବାନମାନଙ୍କ ଉପରେ ଏହା ହେଉଛି ଦ୍ବିତୀୟ ଆକ୍ରମଣ । ଯେଉଁଠାରେ ଆକ୍ରମଣ ଘଟିଛି ସେହି ସ୍ଥାନକୁ ଅତିରିକ୍ତ ସୁରକ୍ଷା ବଳ ପଠାଯାଇଛି । ଆକ୍ରମଣ ପରେ ଏବେ ବି ଗୁଳି ବିନିମୟ ଚାଲିଥିବା ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୁଣି ଯବାନମାନଙ୍କୁ ଟା‌ର୍ଗେଟ କଲେ ଆତଙ୍କବାଦୀ | Argus English