Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାହାରିଲେ ୩ ଓଡିଆ ଶ୍ରମିକ , ପରିବାରରେ ଖୁସିର ଲହରୀ

National

ବାହାରିଲେ ୩ ଓଡିଆ ଶ୍ରମିକ , ପରିବାରରେ ଖୁସିର ଲହରୀ

Swayangprajna Mishra
Browse all articles by Swayangprajna Mishra
·2 years ago
ବାହାରିଲେ ୩ ଓଡିଆ ଶ୍ରମିକ , ପରିବାରରେ ଖୁସିର ଲହରୀ

ଅର୍ଗସ ବ୍ୟୁରୋ : ବାହାରକୁ ବାହାରିଲେ ତପନ ମଣ୍ଡଳ .ଉତ୍ତରକାଶୀ ଟନେଲରେ ୪୧ ଜଣ ଶ୍ରମିକ ଫସି ରହିଥିବା ବେଳେ ସେଥିରେ ଥିଲା ଓଡିଆ ପୁଅ ତପନ ମଣ୍ଡଳ. ଦୀର୍ଘ ୧୭ ଦିନର ଅପେକ୍ଷା କରେ ବାହାରକୁ ବାହାରିଲେ ତପନ. ଏପର୍ଯ୍ୟନ୍ତ ୧୨ ଜଣ ଶ୍ରମିକ ଉଦ୍ଧାର ହୋଇଛନ୍ତି. ସେଥିରୁ ୩ ଜଣ ଓଡିଆ ରହିଛନ୍ତି. ଭଦ୍ରକର ତପନ ମଣ୍ଡଳଙ୍କ ଘରେ ଅନେକ ପୂଜାର୍ଚ୍ଚନା କରୁଥିବା ବେଳେ ପୁଅ ବାହାରିବା ନେଇ ଘରେ ଖୁସିର ଲହରି ଖେଳି ଯାଇଛି. ସେହିପରି ନବରଙ୍ଗପୁରରୁ ଜଣେ ଶ୍ରମିକ ଉଦ୍ଧାର ହୋଇଛନ୍ତି. ମୟୁରଭଞ୍ଜର ବିଶେଶ୍ବର ନାୟକ ରହିଛନ୍ତି.

ଅଧିକ ପଢନ୍ତୁ : ତପନଙ୍କ ଉଦ୍ଧାର ପାଇଁ ଚିନ୍ତାରେ ପରିବାର ଲୋକେ

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
3 Oriya workers came out, a wave of happiness in the family | Argus English