ମୃତକଙ୍କ ପରିବାରକୁ 2 ଲକ୍ଷ ଏବଂ ଆହତଙ୍କ ପାଇଁ 50 ହଜାର ସହାୟତା ଘୋଷଣା କଲେ ମୋଦି
·2 years ago

ନୂଆଦିଲ୍ଲୀ: ଗୁଜରାଟ ବରୋଦାରେ ଡଙ୍ଗା ଓଲଟି 14 ଜଣଙ୍କ ମୃତ୍ୟୁ। ହରନି ହ୍ରଦରେ ଘଟିଛି ଏହି ଦୁର୍ଘଟଣା। ଏକ ଘରୋଇ ସ୍କୁଲର 27 ଜଣ ଛାତ୍ରଛାତ୍ରୀ ପିକନିକ୍ ଯାଇଥିବା ବେଳେ ଡଙ୍ଗା ଓଲଟି ଯାଇଥିଲା ଡଙ୍ଗା। 14 ଜଣ ମୃତକଙ୍କ ମଧ୍ୟରୁ 12 ଜଣ ଛାତ୍ର ଏବଂ 2 ଜଣ ଶିକ୍ଷକ ଥିବା ସୂଚନା। ଆଉ କିଛି ଛାତ୍ର ନିଖୋଜ ଥିବା ସୂଚନା।
ତେବେ ନିଖୋଜ ଛାତ୍ରଛାତ୍ରୀଙ୍କୁ ଖୋଜିବାକୁ ଜାରି ରହିଛି ସର୍ଚ୍ଚ ଅପରେସନ। ସେପଟେ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ 2 ଲକ୍ଷ ଏବଂ ଆହତଙ୍କ ପାଇଁ 50 ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: