ହୋହାଲ୍ଲା କରୁଥିବାରୁ ସସପେଣ୍ଡ ହେଲେ ସାଂସଦ
·2 years ago

ଅର୍ଗସ ବ୍ୟୁରୋ : ସସପେଣ୍ଡ ହେଲେ ୪୭ ସାଂସଦ । ହୋହାଲ୍ଲା କରୁଥିବାରୁ ସସପେଣ୍ଡ ହେଲେ ସାଂସଦ । ୪୭ ଜଣ ସାଂସଦକୁ ନିଲମ୍ବିତ କଲେ ଗୃହ ଅଧ୍ୟକ୍ଷ । ସଂସଦର ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ କରିଥିଲେ ହୋହାଲ୍ଲା । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୧ ଜଣ ସାଂସଦ ନିଲମ୍ବିତ ହେଇଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: