Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଗ୍ନିକାଣ୍ଡରେ ଚାଲିଗଲା ମହିଳାଙ୍କ ଜୀବନ

National

ଅଗ୍ନିକାଣ୍ଡରେ ଚାଲିଗଲା ମହିଳାଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago
ଅଗ୍ନିକାଣ୍ଡରେ ଚାଲିଗଲା ମହିଳାଙ୍କ ଜୀବନ

ଅର୍ଗସ ବ୍ୟୁରୋ:  କୋଲକାତାରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟଣା। ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବସରେ ଥିଲେ ମୋଟ୍ ୩୮ ଜଣ ଯାତ୍ରୀ। ସେମାନଙ୍କ ମଧ୍ୟରୁ ୨୫ ଜଣ ଓଡ଼ିଶାର ରହିଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ାର ୧୬, ପାରାଦୀପ ୨ ଓ ଯାଜପୁରର ୭ ଜଣ ଯାତ୍ରୀ ରହିଥିବା ସୂଚନା କୋଲକାତାର ବାବୁଘାଟରୁ ପାରାଦ୍ବୀପ ଆସୁଥିଲା ଯାତ୍ରୀବାହୀ ବସ୍।

16 ନଂ ଜାତୀୟ ରାଜପଥର ଖଡ଼ଗପୁର ନିକଟରେ ଜଳିଗଲା ବସ୍। ବାଲେଶ୍ଵରରେ ପହଞ୍ଚିବା ପରେ ଅର୍ଗସ କ୍ୟାମେରା ଆଗରେ ସେ ସମୟର ଭୟଙ୍କର ଦୃଶ୍ୟ ସମ୍ପର୍କରେ ବଖାଣିଥିଲେ ଯାତ୍ରୀ। ନିଜ ଜୀବନକୁ ବଞ୍ଚାଇବା ପାଇଁ ବସର କାଚ ଭାଙ୍ଗି ବାହାରକୁ ବାହାରିଥିଲେ ଯାତ୍ରୀ। ସେ ସମୟ ଅତି ଭୟଙ୍କର ଥିଲା ଆମ ସମସ୍ତ ଯାତ୍ରୀମାନଭ୍କ ପାଇଁ ବୋଲି ଯାତ୍ରୀ ଜଣଙ୍କ କହିଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
1 killed, several injured as fire breaks out in Kolkata-Odisha passenger bus | Argus English