Videos
|
International

ବାଇଡେନଙ୍କ କାରକେଡରେ ସାମିଲ ଥିବା ଗାଡ଼ିକୁ ଅଜଣା କାର୍ ଦେଲା ଧକ୍କା

Smruti Parija
Browse all articles by Smruti Parija
·2 years ago
ବାଇଡେନଙ୍କ କାରକେଡରେ ସାମିଲ ଥିବା ଗାଡ଼ିକୁ ଅଜଣା କାର୍ ଦେଲା ଧକ୍କା

ଅର୍ଗସ ବ୍ୟୁରୋ:  ବାଇଡେନଙ୍କ କାରକଡକୁ ପିଟିଲା କାର୍ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାରକେଡରେ ସାମିଲ ଥିବା ଏକ ଗାଡ଼ିକୁ ଏକ ଅଜଣା କାର୍ ଆସି ଧକ୍କା ଦେଇଛି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା । ରବିବାର ବାଇଡେନ ମୋଟର ସାଇକେଲରେ ଯାତ୍ରା କରୁଥିବାବେଳେ ତାଙ୍କ ସହ ରହିଥିଲା ତାଙ୍କ କାରକେଡ୍ । 

ଏତିକି ବେଳେ ଏକ କାର୍ ଏହି କାରକେଡରେ ସାମିଲ ଥିବା ଏକ କାରକୁ ଆସି ପିଟିଥିଲା । ପରେ ସମ୍ପୃକ୍ତ କାର୍ ଚାଳକଙ୍କୁ ସିକ୍ରେଟ ସର୍ଭିସର ଯବାନ ହେପାଜତକୁ ନେଇଥିଲେ । ତେବେ ସେ ଜାଣିଶୁଣି ଏହି ଦୁର୍ଘଟଣା ଘଟାଇଛନ୍ତି କି ଅଜାଣତରେ ଏ ତଥ୍ୟ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଆସନ୍ତା ବର୍ଷ ଆମେରିକାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏପରି ଘଟଣା ସମସ୍ତଙ୍କୁ ଚକିତ କରିଛି ।

ଆହୁରି ପଢନ୍ତୁ ବିଦେଶ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
unknown-car-hits--jo-biden-carcade | Argus English