Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିସ୍ଫୋରଣ ; ୨୩ ଜଣ ପାକ୍ ସୈନିକ ମୃତ

International

ବିସ୍ଫୋରଣ ; ୨୩ ଜଣ ପାକ୍ ସୈନିକ ମୃତ

Swayangprajna Mishra
Browse all articles by Swayangprajna Mishra
·2 years ago
ବିସ୍ଫୋରଣ ; ୨୩ ଜଣ ପାକ୍ ସୈନିକ ମୃତ

ଅର୍ଗସ ବ୍ୟୁରୋ : ପାକ୍ ସେନା ବେସ୍ କ୍ୟାମ୍ପରେ ବଡ ବିସ୍ଫୋରଣ । ୨୩ ଜଣ ପାକ୍ ସୈନିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉତ୍ତରପଶ୍ଚିମ ପାକିସ୍ତାନ ସେନା କ୍ୟାମ୍ପରେ ବଡ ବିସ୍ଫୋରଣ ଘଟିଥିବା ସୂଚନା ରହିଛି । ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ରହିଛି । 

ଅଧିକ ପଢନ୍ତୁ ବିଦେଶ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big blast in Pakistan army base camp | Argus English