ଜାନୁଆରୀ ୨ରୁ ୧୨ ଯାଏ ଚାଲିବ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା
·2 years ago

ଅର୍ଗସ ବ୍ୟୁରୋ : ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସିଲା ତାରିଖ। ଆସନ୍ତା ଜାନୁଆରୀ ୨ରୁ ୧୨ ତାରିଖ ଯାଏ ଚାଲିବ ପରୀକ୍ଷା। ବିଜ୍ଞାନ , କଳା ଓ ବାଣିଜ୍ୟ ବିଭାଗ ପାଇଁ ନୋଟିସ। ୧୬ ଫେବ୍ରୁଆରୀରୁ ହୋଇପାରେ ଯୁକ୍ତ ୨ ପରୀକ୍ଷା। ଏ ବାବଦରେ ସମ୍ପୂର୍ଣ୍ଣ ସୂଚନା ପରବର୍ତ୍ତୀ ସମୟରେ ନୋଟିଫିକେସନ ଆସିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ।
ଅଧିକ ପଢନ୍ତୁ ଶିକ୍ଷା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: