|
logo
Live

Argus News - ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

argusenglish

ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

Swayangprajna Mishra
Browse all articles by Swayangprajna Mishra
·2 years ago
ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ଅର୍ଗସ ବ୍ୟୁରୋ :  ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ । ଭୁବନେଶ୍ବରରେ ରାତି ତାପମାତ୍ରା ୧୨.୪ ଡିଗ୍ରୀକୁ ଖସି ଆସିଛି । ଯାହା ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ କରିଛି । ଯାହାକୁ ନେଇ ରାଜଧାନୀରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ : ଅସ୍ତବ୍ୟସ୍ତ ଲୋକେ , ଜି. ଉଦୟଗିରିରେ ୫ଡିଗ୍ରୀକୁ ଖସି ଆସିଛି ତାପମାତ୍ରା

ରାତିରେ ଲୋକେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡିଛି । ସେପଟେ କନ୍ଧମାଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ସୂଚନା ମିଳିଛି. ଜି. ଉଦୟଗିରିରେ ୫ ଡିଗ୍ରୀକୁ ଖସି ଆସିଛି ତାପମାତ୍ରା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ | Argus English