କୋରାପୁଟରେ ହାଡ଼ଭଙ୍ଗା ଶୀତ: ରାତିରେ ୮ଡିଗ୍ରୀ ତଳେ ତାପମାତ୍ରା
·2 years ago

ଅର୍ଗସ ବ୍ୟୁରୋ: ଓଡ଼ିଶାର କୋରାପୁଟ ଜିଲ୍ଲାରେ ହାଡ଼ଭଙ୍ଗା ଶୀତ । ରାତିରେ ୮ଡିଗ୍ରୀରୁ ତଳକୁ ଖସିଯାଉଛି ତାପମାତ୍ରା । ଦିନର ଅଧା ସମୟ କୁହୁଡି ଓ କାକରରେ ବୁଡି ରହୁଛି କୋରାପୁଟର କୋଟପାଡ଼ ଅଞ୍ଚଳ ।
ଆଉ ଶୀତ ଋତୁରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବାକୁ ଏହି ସ୍ଥାନକୁ ବୁଲିବାକୁ ଅସୁଛନ୍ତି ବହୁ ପର୍ଯ୍ୟଟକ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: