Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁନୀଲ ବଂଶଲ ଏବଂ ବିଜୟପାଲ ସିଂହ ତୋମାର ବୈଠକରେ ସାମିଲ 

Odisha

ସୁନୀଲ ବଂଶଲ ଏବଂ ବିଜୟପାଲ ସିଂହ ତୋମାର ବୈଠକରେ ସାମିଲ 

Manini Pattanayak
Browse all articles by Manini Pattanayak
·2 years ago
ସୁନୀଲ ବଂଶଲ ଏବଂ ବିଜୟପାଲ ସିଂହ ତୋମାର ବୈଠକରେ ସାମିଲ 

ଭୁବନେଶ୍ୱର:  ଚାଲିଛି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟପାଲ ସିଂହ ତୋମାର ବୈଠକରେ ସାମିଲ । ବୈଠକରେ ରାଜ୍ୟ ବିଜେପିର ସମସ୍ତ ପଦାଧିକାରୀ ଉପସ୍ଥିତ ରହିଛନ୍ତି । ପରେ ଜିଲ୍ଲା ସଭାପତିଙ୍କ ବୈଠକ ହେବ । \

ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତି ଗ୍ରାଉଣ୍ଡରେ ପହଞ୍ଚାଇବା ପାଇଁ ରାଜ୍ୟର ନେତା ମାନଙ୍କୁ ମନ୍ତ୍ର ଦିଆଯିବ । ପ୍ରତି ବୁଥରୁ 50 ପ୍ରତିଶତରୁ ଅଧିକ ଭୋଟ ପାଇଁ ତିଆରି ହେବ ବ୍ଲୁ ପ୍ରିଣ୍ଟ । ଗତକାଲିଠାରୁ ଓଡ଼ିଶା ଗସ୍ତରେ ଅଛନ୍ତି ବିଜେପିର କେନ୍ଦ୍ର ନେତୃତ୍ବ । ଗତକାଲି ସମନ୍ବୟ ବୈଠକ ଶେଷ ହୋଇଥିବା ବେଳେ ଆଜି ବସିଛି ପଦାଧିକାରୀ  ବୈଠକ। ଆସନ୍ତାକାଲି ବିଜେପି ସଂଯୁକ୍ତ ମୋର୍ଚ୍ଚା ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sunil bansal and Vijayapal Singh attended the meeting | Argus English