ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଞ୍ଜିନିୟର
·2 years ago

ଅର୍ଗସ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଞ୍ଜିନିୟର । ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । କଟକ ସାଲେପୁର ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଭୂତି ଭୂଷଣ ନାୟକଙ୍କୁ ଆଜି ଲାଞ୍ଜ ନେବା ବେଳେ ଅଟକ ରଖିଛି ୭ ଜଣିଆ ଭିଜିଲାନ୍ସ ଟିମ୍ । ରାସ୍ତା କାମ ବିଲ୍ କରାଇଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡରେ ଧରାପଡ଼ିଥିଲେ ବିଭୂତି । ଘଟଣାରେ ଅଧିକ ତଦନ୍ତ କରୁଛି ଭିଜିଲାନ୍ସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: